This browser does not support the video element.
କେନ୍ଦୁଝର ସହର: କାଳିକାପ୍ରସାଦ ତାରିଣୀ ମନ୍ଦିର ନିକଟରେ ଦେଖାଗଲେ ହାତୀପଲ
Kendujhar Town, Kendujhar | Sep 2, 2025
କେନ୍ଦୁଝର ଜିଲ୍ଲା ତଥା ବନଖଣ୍ଡ ଅନ୍ତର୍ଗତ ଚମ୍ପୁଆ ରେଞ୍ଜ ଅଧିନସ୍ଥ କାଳିକା ପ୍ରସାଦ ତାରିଣୀ ମନ୍ଦିର ନିକଟରେ ଆଜି ସକାଳୁ ହାତୀପଲ ଦେଖା ଯାଇଛନ୍ତି। ଏହି ହାତୀପଲ ରାସ୍ତା କ୍ରସ କରି ଜଙ୍ଗଲ ମଧ୍ୟକୁ ପ୍ରବେଶ କରିଥିବା ବେଳେ କିଛି ସମୟ ଧରି ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ଅନ୍ୟ ପକ୍ଷରେ ବନ ବିଭାଗ ହାତୀଙ୍କ ଗତିବିଧି ଉପରେ ନଜର ରଖିଥିବା ସୂଚନା ରହିଛି।