Download Now Banner

This browser does not support the video element.

ବୀରମହାରାଜପୁର: ଡଭଲା ଗ୍ରାମରେ ଶ୍ରୀ ଗଣେଶଙ୍କ ଭସାଣି ଉତ୍ସବ ଅନୁଷ୍ଠିତ , ସାମିଲ ହେଲେ ସହ ସହ ଭକ୍ତ ତଥା ଶ୍ରଦ୍ଧାଳୁ

Biramaharajpur, Subarnapur (Sonepur) | Aug 31, 2025
ବିନିକା ଥାନା ଅନ୍ତର୍ଗତ ଡଭଲା ଗ୍ରାମରେ ଆଜି ସନ୍ଧ୍ୟା ସମୟରେ ଶ୍ରୀ ଗଣେଶଙ୍କ ଭସାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ସ୍ଥାନୀୟ ପୂଜା କମିଟି ପକ୍ଷରୁ ଆୟୋଜିତ ଏହି ଉତ୍ସବର ପ୍ରାରମ୍ଭରେ ଗୋପଲ୍ଜି ମନ୍ଦିର ଠାରେ ଗଜାନନଙ୍କୁ ମହା ଆଳତି ପ୍ରଦାନ କରାଯାଇଥିଲା l ପରେ ଭକ୍ତଙ୍କ ଗଣନାରେ ବିରାଟ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରି ନିକଟ କଟାରେ ଭସାଣି କରାଯାଇଥିଲା l ଏହି। ଶୋଭାଯାତ୍ରା ରେ ସହ ସହ ଭକ୍ତ ତଥା ଶ୍ରଦ୍ଧାଳୁ ସାମିଲ ହୋଇଥିଲେ l
Read More News
T & CPrivacy PolicyContact Us