This browser does not support the video element.
ସମ୍ବଲପୁର ମ୍ୟୁନିସିପାଲଟି: ଆଜି ଦ୍ୱିତୀୟ ପର୍ଯ୍ୟାୟରେ ମାଁ ସମଲେଶ୍ଵରୀଙ୍କ ପାଇଁ ପହଞ୍ଚିଲା ନୂଆଁ ଧାନ
Sambalpur M, Sambalpur | Aug 27, 2025
ଆଜି ଦ୍ୱିତୀୟ ପର୍ଯ୍ୟାୟରେ ମାଁ ସମଲେଶ୍ଵରୀଙ୍କ ପାଇଁ ପହଞ୍ଚିଲା ନୂଆଁ ଧାନ l ଏଥିପାଇଁ ସମଲେଶ୍ବରୀ ମନ୍ଦିରକୁ କଣ୍ଟାପାଲି ଗୌନ୍ତିଆ ପରିବାର ମାଙ୍କ ପାଈଁ ଆଣିଥିଲେ ନୂଆଧାନ ସହ ପୂଜାରେ ଲାଗି ହେଉଥିବା ସମସ୍ତ ପ୍ରକାର ପନି ପରିବା l ମନ୍ଦିର ପୂଜକ ମାନେ ଆଦର ସହ ଏହାକୁ ଗ୍ରହଣ କରି ମାଙ୍କ ଠାରେ ସମର୍ପଣ କରିଛନ୍ତି l ଗଣେଷ ଚତୁର୍ଥୀ ଦିନ ଏହି ଧାନ ଆସିଥାଏ l ଏହି ଧାନରୁ ତିଆରି ହେବ ନବାନ୍ନ ଯାହା ଆସନ୍ତା କାଲି ମା ସମଲେଶ୍ବରୀଙ୍କ ନିକଟରେ ଲାଗି କରାଯିବ ଓ ତା ପରେ ଘରେ ଘରେ ନୂଆଁ ଖାଇବେ ପଶ୍ଚିମ ଓଡ଼ିଶା ବାସୀ l ସେଥିପାଇଁ ଉତ୍ସବ ମୁଖର ହୋଇଉଠିଛି ସମ୍ବଲପୁର ସହର l