Download Now Banner

This browser does not support the video element.

ଲୋଇସିଂହା: ଆଗଲପୁରରେ ସର୍ପଦଂଶନରେ ଆହତ ଜଣେ ଚାଷୀ, ଭୀମ ଭୋଇ ମେଡିକାଲରେ ଭର୍ତ୍ତି

Loisinga, Balangir | Aug 31, 2025
ଆଗଲପୁରରେ ସର୍ପଦଂଶନରେ ଆହତ ଜଣେ ଚାଷୀ, ଭୀମ ଭୋଇ ମେଡିକାଲରେ ଭର୍ତ୍ତି ବଲାଙ୍ଗୀର ଜିଲ୍ଲାର ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଗଲପୁର ଗ୍ରାମରେ ସର୍ପ ଦଂଶନରେ ଜଣେ ଚାଷୀ ଆହତ ହୋଇଛନ୍ତି । ଆହତ ହୋଇଥିବା ଚାଷୀ ହେଲେ ହେମ ପ୍ରଧାନ । କ୍ଷେତରେ କାମ କରୁଥିବା ବେଳେ ଏହି ଅଘଟଣ ଘଟିଥିଲା । ସେକୁ ତତ୍କ୍ଷଣାତ୍‌ ଭୀମ ଭୋଇ ମେଡିକାଲରେ ଆଜି ଅପରାହ୍ନ 5ଟା ସମୟ ରେ, ଭର୍ତ୍ତି କରାଯାଇଛି ଓ ତାଙ୍କର ଚିକିତ୍ସା ଚାଲିଛି ବୋଲି ସୂଚନା ମିଳିଛି
Read More News
T & CPrivacy PolicyContact Us