Download Now Banner

This browser does not support the video element.

ଫୁଲବାଣୀ ସହର: ଫିରିଙ୍ଗିଆ କାଳିଆ ସାହି ନିକଟରେ ଯାତ୍ରୀବାହୀ ବସ ସାଲୁଙ୍କି ଦୁର୍ଘଟଣା ଗ୍ରସ୍ତ ୨ମୃତ,୭ରୁ ଉର୍ଦ୍ଧ୍ବ ଗୁରୁତର

Phulabani Town, Kandhamal | May 29, 2024
ଫିରିଙ୍ଗିଆ କାଳିଆ ସାହି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ବସ ତଳେ ଚାପି ହୋଇ ୨ ଜଣ ମୃତ୍ୟୁ ବରଣ କରିଥିବା ବେଳେ ୭ ରୁ ଉର୍ଦ୍ଧ୍ବ ଯାତ୍ରୀ ଗୁରୁତର ହୋଇଥିବାରୁ ଜିଲ୍ଲା ବଡ଼ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି l ୩୦ରୁ ଉର୍ଧ୍ଵ ଯାତ୍ରୀ ଆହତ ହୋଇ ଫିରିଙ୍ଗିଆ ମେଡିକାଲ ରେ ଚିକିଶ୍ଚିତ ହେଉଛନ୍ତି l ସୂଚନା ଅନୁସାରେ ମୁନିଗୁଡା ପଟୁ ଫୁଲବାଣୀ ଅଭିମୁଖେ ଆସୁଥିବା ଯାତ୍ରୀବାହୀ ସାଲୁଙ୍କି ବସ ଫିରିଙ୍ଗିଆ ବସ ଷ୍ଟାଣ୍ଡରେ ରହିବା ପରେ ସନ୍ଧ୍ୟା ୬ ଟାରେ ଛାଡିଥିଲା l ଫିରିଙ୍ଗିଆ ବ୍ଲକ ଛକରୁ ଛାଡିବା ପରେ ଫିରିଙ୍ଗିଆ ନିକଟ କାଳିଆ ସାହି ନିକଟରେ ଭାରସାମ୍ୟ ହରାଇ ଥିଲା
Read More News
T & CPrivacy PolicyContact Us