Download Now Banner

This browser does not support the video element.

ମାଲକାନଗିରି: ପୋଡଘାଟ ପଞ୍ଚାୟତ ରେ ଚାଷୀଙ୍କ ପାଇଁ ୟୁରିଆ ସାର ଅଭାବ, ସମାଧାନ ପାଇଂ ଦାବି କରି ପ୍ରତିକ୍ରିୟା ରଖିଲେ ଚାଷୀ

Malkangiri, Malkangiri | Aug 23, 2025
ସାରା ରାଜ୍ୟରେ ବର୍ତ୍ତମାନ ସାର ଅଭାବ ଦେଖା ଦେଇଥିବା ବେଳେ ଏହା ଚାଷୀଙ୍କ ପାଇଁ ମୁଣ୍ଡ ବଥାର କାରଣ ପାଲଟିଛି। ବିଭିନ୍ନ ସ୍ଥାନରେ ଚାଷୀ ସାର ପାଇଁ ରାଜ ରାସ୍ତାକୁ ଓଲ୍ହାଇ ଆନ୍ଦୋଳନ କରୁଥିବା ବେଳେ ସରକାରୀ ସ୍ତରରେ ବର୍ତ୍ତମାନ ଯାଏଁ ଏହାର ସମାଧାନ ବାହାର କରାଯାଇନଥିବା ଅନୁମାନ ହେଉଛି। ସାରା ରାଜ୍ୟରେ ସାର ଅଭାବର ସମସ୍ୟା ପରି ଚାଷୀଙ୍କ ପାଇଁ ସାର ଅଭାବର ଚିତ୍ର ମାଲକାନଗିରି ଜିଲ୍ଲାରେ ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି। ଜିଲ୍ଲାର ଖଇରପୁଟ ବିଏଲକେ ଅନ୍ତର୍ଗତ ପୋଡଘାଟ ପଞ୍ଚାୟତରେ ଚାଷୀଙ୍କୁ ସଠିକ ଭାବେ ୟୁରିୟା ସାର ମିଳୁ ନଥିବା ଅଭିଯୋଗ ହୋଇଛି।
Read More News
T & CPrivacy PolicyContact Us