Download Now Banner

This browser does not support the video element.

ତଲସରା: ବଡ଼ଗାଁ ବସ୍ତି ଦେବ ମଣ୍ଡପ ରେ ଇନ୍ଦ୍ର ପୂଜା ଓ ଭାଗବତ ଜନ୍ମୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ

Talasara, Sundargarh | Sep 6, 2025
ବଡ଼ଗାଁର ଦେବ ମଣ୍ଡପ ଠାରେ ଆଜି ଇନ୍ଦ୍ର ପୂଜା ଓ ଭାଗବତ ଜନ୍ମୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ପୂଜା ଉତ୍ସବରେ କର୍ତ୍ତା ଦାୟିତ୍ଵ ପ୍ରଣବ ପାଣିଗ୍ରାହୀ ସପତ୍ନୀକ ତୁଲାଇଥିଲେ।ପୂଜକ ଦାୟିତ୍ଵ ପଣ୍ଡିତ ଦିବ୍ୟ ଲୋଚନ ମିଶ୍ର ତୁଲାଇଥିବା ବେଳେ ତାଙ୍କୁ ପୂଜକ ଶ୍ଵାସତ ପାଣିଗ୍ରାହୀ ଓ ରାଜେଶ ଚକ୍ରବର୍ତ୍ତୀ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମ ଆୟୋଜନ ରେ ଅର୍ଜୁନ ନାୟକ, ଅଚ୍ୟୁତ ସାହୁ, ପଦ୍ମନାଭ ପାଣିଗ୍ରାହୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।ସତ୍ୟବାନ ବିଶି, ପତିତପାବନ ପାଣିଗ୍ରାହୀ, ବିଭୂତି ନାୟକ, ଜଗନ୍ନାଥ ବିଶି, ପଦ୍ମଲୋଚନ ପାଣିଗ୍ରାହୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
Read More News
T & CPrivacy PolicyContact Us