Install App
shantanupanda7
This browser does not support the video element.
ବଡସାହି: ବୈଶିଙ୍ଗା ଠାରେ ସରସ୍ବତୀ ଶିଶୁବିଦ୍ୟାମନ୍ଦିରର ଅତିରିକ୍ତ ଶ୍ରେଣୀଗୃହ ଉଦଘାଟନକଲେ ମାନ୍ୟବର ଲୋକପ୍ରିୟ ବିଧାୟକ ସନାତନ ବିଜୁଳି
Barsahi, Mayurbhanj | Aug 28, 2025
ବୈଶିଙ୍ଗା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଅତିରିକ୍ତ ଶ୍ରେଣୀଗୃହକୁ ଗୁରୁବାର ଅପରାହ୍ନ ୪ଟାରେ ଉଦଘାଟନକଲେ ମାନ୍ୟବର ଲୋକପ୍ରିୟ ବିଧାୟକ ସନାତନ ବିଜୁଳି l ସ୍କୁଲ ପରିଚଳନା କମିଟି ସଭାପତି ଶିକ୍ଷାବିତ ଦେବେନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମାନ୍ୟବର ଲୋକପ୍ରିୟ ବିଧାୟକ ସନାତନ ବିଜୁଳି ମୁଖ୍ୟଅତିଥିଭାବେ ଯୋଗଦେଇଥିବାବେଳେ ସ୍କୁଲପରିଚାଳନା କମିଟିସମ୍ପାଦକ ସତ୍ୟପ୍ରକାଶ ପ୍ରଧାନ ପରିଚାଳନା ଦାୟୀତ୍ୱ ତୁଲାଇଥିଲେ l
Share
Read More News
T & C
Privacy Policy
Contact Us
Your browser does not support JavaScript!