This browser does not support the video element.
କେନ୍ଦ୍ରାପଡା: ବିଜେପି କେନ୍ଦ୍ରାପଡ଼ା ନଗର ମଣ୍ଡଳର କାର୍ଯ୍ୟକର୍ତା ସମ୍ପ୍ରସାରଣ କାର୍ଯ୍ୟ ଶେଷ, ସୂଚନା ଦେଲେ ବିଜେପି ନଗର ମଣ୍ଡଳ ସଭାପତି
Kendrapara, Kendrapara | Sep 8, 2025
ବିଜେପି କେନ୍ଦ୍ରାପଡ଼ା ନଗର ମଣ୍ଡଳର କାର୍ଯ୍ୟକର୍ତା ସମ୍ପ୍ରସାରଣ କାର୍ଯ୍ୟ କରାଯାଇଛି l ଜିଲ୍ଲା ବିଜେପି ସଭାପତି ଶଶାଙ୍କ ଶେଖର ସେଠିଙ୍କ ପରାମର୍ଶକ୍ରମେ ବିଜେପି ନଗର ମଣ୍ଡଳ ସଭାପତି ନିହାରିକା ନାୟକ ଏହି ସମ୍ପ୍ରସାରଣ କାର୍ଯ୍ୟକୁ ଅନୁମୋଦନ କରିଛନ୍ତି l 6 ଉପସଭାପତି, 2 ସାଧାରଣ ସମ୍ପାଦକ, 6 ସମ୍ପାଦକ,ଜଣେ କୋଷାଧକ୍ଷ,ଜଣେ ଯୁବମୋର୍ଚା,ଜଣେ ମହିଳା ମୋର୍ଚା, ଜଣେ କିସାନ ମୋର୍ଚା, ଜଣେ ଏସସି ମୋର୍ଚା, ଜଣେ ଓବିଶି ମୋର୍ଚା, ଜଣେ ଏସଟି ମୋର୍ଚା ଜଣେ ମାଇନରିଟି ମୋର୍ଚା ଘୋଷଣା କରଯାଇଛି l