Install App
usr04050397
This browser does not support the video element.
କେନ୍ଦୁଝର ସହର: କଲାରାଗଡ଼ିଆ ଗ୍ରାମରେ ବଜ୍ରପାତରେ ଜଣେ ବ୍ୟକ୍ତି ଗୁରୁତର
Kendujhar Town, Kendujhar | Sep 4, 2025
ଆନନ୍ଦପୁର ଉପଖଣ୍ଡ କଲରାଗଡ଼ିଆ ଗ୍ରାମରେ ଗାଇ ଚରାଉଥିବା ବେଳେ ବଜ୍ରପାତରେ ଜଣେ ଗୁରୁତର ହୋଇଛନ୍ତି। ତାଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!