This browser does not support the video element.
ମୋହନା: ମୋହନା ଥାନା ପୁରୁଣା ଗାଁରେ ବିଷାକ୍ତ ସାପ କାମୁଡ଼ାରେ ଯୁବକ ମୃତ
Mohana, Gajapati | Aug 23, 2025
ବିଷାକ୍ତ ସାପ କାମୁଡ଼ାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି l ମୃତ ଯୁବକ ହେଲେ ଅଡବା ଥାନା ବିରିକୋଟ ପୁରୁଣାଗାଁର ପ୍ରତାପ ମାଝୀ l ଗତକାଲି ବିଳମ୍ବିତ ରାତିରେ ପ୍ରତାପ ନିଜ ପରିବାର ସହ ଘରେ ଶୋଇଥିଲେ l ଏହି ସମୟରେ ଏକ ପାହାଡିଆ ବିରଳ ପ୍ରଜାତିର ବିଷାକ୍ତ ସାପ ପ୍ରାତପ ଙ୍କ ଡାହାଣ ହାତରେ କାମୁଡି ଦେଇଥିଲା l ମୋହନା ମେଡିକାଲ ରେ ଡାକ୍ତର ମୃତ ଘୋଷଣା ପରେ ଆଜି ଦିନ ଗୋଟାଏ ସମୟରେ ବ୍ରହ୍ମପୁର ଶବ ବ୍ୟବଚ୍ଛେଦ ପାଇଁ ପଠା ଯାଇଛି