This browser does not support the video element.
ସମ୍ବଲପୁର ମ୍ୟୁନିସିପାଲଟି: ସମ୍ବଲପୁର ଜିଲ୍ଲା ବିଜେପି ପକ୍ଷରୁ ଗୋଲବଜାର ରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଙ୍କ କୁଶପୁତ୍ତଲିକା ଦାହ
Sambalpur M, Sambalpur | Sep 1, 2025
ସମ୍ବଲପୁର ଜିଲ୍ଲା ବିଜେପି ପକ୍ଷରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଙ୍କ କୁଶପୁତ୍ତଲିକା ଦାହ କରାଯାଇଛି। ବିହାର ଏକ ସଭାରେ ରାହୁଲ ଗାନ୍ଧୀ ଓ ତେଜସ୍ବୀ ୟାଦବ ଉପସ୍ଥିତରେ ପ୍ରଧାନ ମନ୍ତ୍ରୀ ଓ ତାଙ୍କ ମାଁ ବିରୋଧରେ ଅଶ୍ଲିଲ ମନ୍ତବ୍ୟ ଦେଇଥିଲେ । ଯାହାକୁ ବିରୋଧ କରି ଆଜି ସମ୍ବଲପୁର ବିଜେପି ପକ୍ଷରୁ ଗୋଲବଜାର ଠାରେ ରାହୁଲ ଗାନ୍ଧୀ ଙ୍କ କୁଶପୁତ୍ତଲିକା ଦାହ କରିଛନ୍ତି । ବିଜେପି ପ୍ରତିବାଦ କରିବା ସହ କଂଗ୍ରେସ ଅଫିସ ପଟକୁ ଯିବା ବେଲେ ପୋଲିସ ସହ ମୁହାମୁହି ପରିସ୍ଥିତି ସୃଷ୍ଟି ହୋଇଥିଲା ।