Download Now Banner

This browser does not support the video element.

ପିପିଲି: ରେଙ୍ଗଳ ଓ ବିଭିନ୍ନ ଗ୍ରାମପଞ୍ଚାୟତରେ ଅନୁଷ୍ଠିତ ଧାର୍ମିକ, ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେଲେ ପିପିଲି ବିଧାୟକ

Pipili, Puri | Mar 14, 2024
ଗୁରୁବାର ପିପିଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଡେଲାଙ୍ଗ ବ୍ଲକର ରେଙ୍ଗଳ ଗ୍ରାମପଞ୍ଚାୟତ ଏବଂ ବିଭିନ୍ନ ଗ୍ରାମପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଆନୁକୂଲ୍ୟରେ ସାଂସ୍କୃତିକ, ସାମାଜିକ ଓ ଧାର୍ମିକ ପୀଠର ଉନ୍ନତିକରଣ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ପିପିଲି ବିଧାୟକ ରୁଦ୍ରପ୍ରତାପ ମହାରଥୀ। ଏହି ଉପକ୍ରମରେ ଆଗାମୀ ଦିନରେ ଅନ୍ୟାନ୍ୟ ବିଭିନ୍ନ ମଠ ମନ୍ଦିର ଯଜ୍ଞପୀଠ, ଖେଳ ପଡ଼ିଆଗୁଡ଼ିକର ଉନ୍ନତିକରଣ କରିବା ସହ ଜନତାଙ୍କ ସମସ୍ୟା ବୁଝିବା ତାଙ୍କ କର୍ତ୍ତବ୍ୟ ବୋଲି ଜନତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ବିଧାୟକ।
Read More News
T & CPrivacy PolicyContact Us