Download Now Banner

This browser does not support the video element.

ବରଗଡ: ହଳଦୀପାଲି ଛକରେ ମଦ ପିଇ ଗାଡ଼ି ଚଳାଉ ଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ନେଇ ସଦର ପୋଲିସର ସୂଚନା ପ୍ରଦାନ

Bargarh, Bargarh (Baragarh) | Aug 22, 2025
ମଦ ପିଇ ଗାଡି ଚଲାଉ ଥିବା ବ୍ୟକ୍ତି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ସଦର ପୋଲିସ | ଶୁକ୍ରବାର ସନ୍ଧ୍ୟା 5 ଘଣ୍ଟା ସମୟରେ ଏନେଇ ସୂଚନା ଦେଲା ସଦର ପୋଲିସ | ସୂଚନା ଅନୁସାରେ ଗତକାଲି ହଳଦୀପାଲି ଛକରେ ଏକ ବାଇକରେ ଜଣେ ବ୍ୟକ୍ତି ମଦ ପିଇ ଗାଡି ଚଲାଉ ଥିବା ବେଳେ ପୋଲିସ ହାତରେ ଧାରା ପଡିଥିଲା ଏନେଇ ପୋଲିସ ଏକ କେଶ ରୁଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି | ମଦ ପିଇ ଗାଡି ଚଲାଉ ଥିବା ବେଳେ ଦୁର୍ଘଟଣା ବୃଦ୍ଧି ପାଇବା ସହ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି ।
Read More News
T & CPrivacy PolicyContact Us