Download Now Banner

This browser does not support the video element.

ଭୁବନ: ଭୁବନ ବ୍ଲକର ଜଣେ ଅନାଥ ଝିଅଙ୍କୁ ସାମ୍ବାଦିକ ସଂଘ ପକ୍ଷରୁ ବିବାହ କରାଯାଇଥିବାରୁ ସଭାପତି ଙ୍କୁ ଭୁବନେଶ୍ୱର ରେ ସମ୍ବର୍ଦ୍ଧନା

Bhuban, Dhenkanal | Mar 17, 2024
ଓମେନ୍ସ୍ ପକ୍ଷରୁ ସମ୍ବର୍ଦ୍ଧନା ଭୁବନ ତା ୧୬.୩ ଭୁବନ ବ୍ଲକର ଜଣେ ଅନାଥ ଝିଅଙ୍କୁ ସାମ୍ବାଦିକ ସଂଘ ପକ୍ଷରୁ ବିବାହ କରାଯାଇଥିବାରୁ ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁଙ୍କୁ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନୀ ସ୍ଥିତ ବୁଲନ ଭାଇ ସେବାସଦନ ଠାରେ ଓମେନ୍ସ୍ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମହିଳାସୁରକ୍ଷା ସଂପର୍କରେ ରିପୋର୍ଟ ପ୍ରକାଶ , ଅନାଥ ଝିଅଙ୍କୁ ବିବାହ କାର୍ଯ୍ୟ କରାଇଥିବାରୁ ପୂର୍ବତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁ ଓ ଜୟଦେବ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ରାଘବ ସେଠୀ, ପ୍ରମିଳା ଗିରିଙ୍କ
Read More News
T & CPrivacy PolicyContact Us