Download Now Banner

This browser does not support the video element.

ସମ୍ବଲପୁର ମ୍ୟୁନିସିପାଲଟି: ସମ୍ବଲପୁର ସଦର ଥାନା ଅନ୍ତର୍ଗତ ପଡ଼ିଆବାହାଲ ସ୍ଥିତ ବାହାମ ଗ୍ରାମରେ ବିଜୁଳି ଆଘାତ ରେ ଜଣେ ମୃତ, 2ଆହତ

Sambalpur M, Sambalpur | Sep 7, 2025
ବିଜୁଳି ମାରି ଜଣେ ମୃତ, ଦୁଇ ଆହତ l ସମ୍ବଲପୁର ସଦର ଥାନା ଅନ୍ତର୍ଗତ ପଡ଼ିଆବାହାଲ ସ୍ଥିତ ବାହାମ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା l ଏକ ବରଗଛ ମୂଳେ ତିନି ଜଣ ଯୁବକ ଆଜି ସନ୍ଧ୍ୟା 5.30 ସମୟରେ ବସି କଥା ହେଉଥିବା ସମୟରେ ହଟାତ ବିଜୁଳି ମାରିଥିଲା l ବିଜୁଳି ମାଡ଼ରେ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଆହତ ହୋଇଥିଲେ l ତୁରନ୍ତ ସମସ୍ତଙ୍କୁ ଜ଼ିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା l ମୃତକ ଜଣକ ହେଉଛନ୍ତି ବାହାମ ଗ୍ରାମର ଜୁଜିଷ୍ଠିର ମେହେର l ଦୁଇ ଆହତ ହେଲେ ଭୂପତି ମେହେର ଓ ଦିଲ୍ଲୀପ ମେହେର l ଉଭୟ ଙ୍କୁ ଅଧିକ ଚିକିତ୍ସା ପାଈଁ ବୁର୍ଲା ମେଡିକାଲ ସ୍ଥାନାନ
Read More News
T & CPrivacy PolicyContact Us