This browser does not support the video element.
ନୂଆପଡା: କପର ତାର ଚୋରି ଅଭିଯୋଗରେ ଜୋଙ୍କ ପୋଲିସ ଦ୍ୱାରା ଚାରି ଜଣ ଗିରଫ
Nuapada, Nuapada | Sep 4, 2025
ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ଅଧିନ ଖରିଆର ରୋଡ଼ ରୁ ଆଜି ଜୋଙ୍କ ପୋଲିସ କପର ତାର ଚୋରି ଅଭିଯୋଗରେ ଚାରି ଜଣଙ୍କୁ ଗିରଫ କରିଛି। ଚୋରି ହେଇଥିବା ୪୦ କିଲୋର କପର ତାରକୁ ପୋଲିସ ଜବତ କରିଛି। ଚାରି ଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ନେଇ ଜୋଙ୍କ ଥାନା ଅଧିକାରୀ ଆଜି ସନ୍ଧ୍ୟା ୬ ଟା ସମୟରେ ସୂଚନା ଦେଇଛନ୍ତି।