Install App
aarohipatra4
This browser does not support the video element.
ନବରଙ୍ଗପୁର ପୋଲିସ ଷ୍ଟେସନ: ଡଙ୍ଗରିଗୁଡା ରେ ରାଜସ୍ଥାନ ରୁ ଆସିଥିବା ମୂର୍ତ୍ତି କାରିଗରଙ୍କ ଠାରୁ 10 ଲକ୍ଷରୁ ଉର୍ଦ୍ଧ ଟଙ୍କା ଲୁଟ, ଉମରକୋଟ ଥାନାରେ ଅଭିଯୋଗ କଲେ ପରିବାର
Nabarangapur PS, Nabarangpur | Aug 27, 2025
ଡଙ୍ଗରିଗୁଡା ରେ ରାଜସ୍ଥାନ ରୁ ଆସିଥିବା ମୂର୍ତ୍ତି କାରିଗରଙ୍କ ଠାରୁ 10 ଲକ୍ଷ ଟଙ୍କା ଲୁଟ, ଉମରକୋଟ ଥାନାରେ ଅଭିଯୋଗ କଲେ ପରିବାର ମୂର୍ତ୍ତି କାରିଗରଙ୍କ ଠାରୁ ଦୁର୍ବୁତ୍ତ ଲୁଟିନେଲେ ୧୦ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା । ଗଣେଶ ପୂଜା ନିମନ୍ତେ ମୂର୍ତ୍ତି ବିକ୍ରି କରି ଏକ ବାକ୍ସରେ ରଖିଥିବା ଲକ୍ଷାଧିକ ଟଙ୍କାକୁ ଗତ କାଲି ବିଳମ୍ବିତ ରାତିରେ କେହି ଦୁର୍ବୁକ୍ତ ଲୁଟିନେଇ ଥିବା ନେଇ ଉମରକୋଟ ଥାନରେ ଅଭିଯୋଗ ହେଇଚି
Share
Read More News
T & C
Privacy Policy
Contact Us
Your browser does not support JavaScript!