Download Now Banner

This browser does not support the video element.

ପରଜଙ୍ଗ: ମାଣିକମରା ଗାଁରେ ଶହୀଦ ଯବାନଙ୍କ ଏକାଦଶାହରେ ଉପସ୍ଥିତ ରହିଲେ ସାଂସଦ ଓ ବିଧାୟକ

Parajang, Dhenkanal | Aug 24, 2025
ମାଣିକମରା ଗାଁରେ ସହିଦ ଯବାନଙ୍କ ଏକାଦସହରେ ରବିବାର ୩ଟାରେ ଉପସ୍ଥିତ ରହିଲେ ସାଂସଦ ଓ ବିଧାୟକ ।ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମାଣିକମରା ଗାଁର ବିର ଯବାନ ସହିଦ ମନୋଜ ବିଶ୍ୱାଳଙ୍କ ଏକାଦଶାହ କର୍ମ ରବିବାର ନିଜ ଗାଁ ମାଣିକମରା ରେ ଅନୁଷ୍ଠିତ ହୋଇଥିବା ବେଳେ ଏଠାରେ ଉପସ୍ଥିତ ରହିଲେ ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି ଓ ବିଧାୟକ ବିଭୁତି ପ୍ରଧାନଙ୍କ ସମେତ ଅନ୍ୟମାନେ ।
Read More News
T & CPrivacy PolicyContact Us