Download Now Banner

This browser does not support the video element.

ଯାଜପୁର: ପାଣିକୋଇଲି ଥାନା ସଠିପୁର ଓଭର୍ବ୍ରିଜ ଉପରେ ଟ୍ରକକୁ ପଛପଟୁ ଧକ୍କା ଦେଲା ବାଇକ,ଜଣେ ମୃତ,ଦୁଇଜଣ ଗୁରୁତର

Jajapur, Jajpur | Sep 8, 2025
ପାଣିକୋଇଲି ଥାନା ସଠିପୁର ଓଭର୍ବ୍ରିଜ ଉପରେ ଟ୍ରକକୁ ପଛପଟୁ ଧକ୍କା ଦେଲା ବାଇକ,ଜଣେ ମୃତ,ଦୁଇଜଣ ଗୁରୁତର l ତିନିଜଣ ଯୁବକ ଏକ ବାଇକରେ ବାଲେଶ୍ୱରରୁ କଟକ ଅଭିମୁଖେ ଆସୁଥିଲେ l ହଠାତ ସଠିପୁର ଓଭର୍ବ୍ରିଜ ଉପରେ ବାଇକ ଚାଳକ କୌଣସି କାରଣରୁ ଭାରସାମ୍ୟ ହରାଇ ଆଗରେ ଯାଉଥୁବା ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଥଲେ l ଦୁର୍ଘଟଣା ଫଳରେ ବାଇକରେ ଆସୁଥୁବା 3ଜଣଙ୍କ ମଧ୍ୟରୁ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ବରଣ ହେଇଥିବା ବେଳେ ଆଉ ଦୁଇଜଣ ଗୁରୁତର ହେଇ ଯାଇଥିଲେ l
Read More News
T & CPrivacy PolicyContact Us