Download Now Banner

This browser does not support the video element.

କବିସୂର୍ଯ୍ୟନଗର: କବିସୂର୍ଯ୍ୟନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ୩୦ରୁ ଉର୍ଦ୍ଧ ପୂଜା ମଣ୍ଡପରେ ପୂଜା ପାଉଥିବା ବିଘ୍ନରାଜ ବିନାୟକ ଦର୍ଶନ କରିଛନ୍ତି ବିଧାୟକା

Kabisuryanagar, Ganjam | Aug 28, 2025
ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ବିଭିନ୍ନ ୱାର୍ଡ ରେ ୩୦ରୁ ଉର୍ଦ୍ଧ ପୂଜା ମଣ୍ଡପ ରେ ପୂଜା ପାଉଥିବା ବିଘ୍ନରାଜ ବିନାୟକ ଙ୍କ ପୂଜା ମଣ୍ଡପ ପହଞ୍ଚି ଗଣପତି ଙ୍କ ଦର୍ଶନ ଲାଭ କରି କବିସୂର୍ଯ୍ୟନଗର ବାସୀଙ୍କ ମଙ୍ଗଳ ପାଇଁ ବିଘ୍ନରାଜ ପାଖରେ ପ୍ରାଥନା କରିଛନ୍ତି ବିଧାୟକ ପ୍ରତାପ ଚନ୍ଦ ନାୟକ.
Read More News
T & CPrivacy PolicyContact Us