Download Now Banner

This browser does not support the video element.

ବୌଦ୍ଧ ସଦର: କଙ୍କଲା ସ୍ଥିତ ଡମ୍ବରୁଗଡ ଠାରେ ବିଶ୍ୱ ସମୃଦ୍ଧି ଯଜୁର୍ବେଦ ମହାଯଜ୍ଞ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Baudh Sadar, Boudh (Bauda) | Sep 6, 2025
ଶନିବାର ଦିନ ସଦର ବ୍ଲକ ତlଳସରଡ଼ା ପଂଚାୟତ କଂକଲା ଡମ୍ବରୁଗଡ଼ ସିଦ୍ଧତପୋ ସେବାବନ ସିଦ୍ଧଗୁରୁମଠ ଠାରେ ମଠର ମହନ୍ତ ସର୍ବେଶ୍ୱର ଦାସଙ୍କ ଅଧ୍ୟକ୍ଷତାରେ ବିଶ୍ୱ ସମୃଦ୍ଧି ଯଜୁର୍ବେଦ ମହାଯଜ୍ଞ ଆୟୋଜନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା l ଯଜ୍ଞ ଉଦ୍ୟକ୍ତା ମାନସ ସୁନ୍ଦର ଶତପଥି ଯଜ୍ଞ ଆୟୋଜନର ଲକ୍ଷ ଓ ଉଦ୍ଧେଶ୍ୟ ଉପରେ ସୂଚନା ପ୍ରଦାନ କରିଥିଲେ l ଅନ୍ୟତମ ଯଜ୍ଞ ମାର୍ଗଦର୍ଶକ ଭାବେ ଢେଙ୍କାନାଳର ଧ୍ରୁବlନନ୍ଦ ବାରିକ ଯୋଗଦେଇ ଯଜ୍ଞ ଉପକାରିତା ଉପରେ ଆଲୋକପାତ କରିଥିଲେ |
Read More News
T & CPrivacy PolicyContact Us