Download Now Banner

This browser does not support the video element.

ପାରଳାଖେମୁଣ୍ଡି: ଆର୍ ଉଦୟଗିରି ଠାରେ କଂଗ୍ରେସ ଜିଲ୍ଲା ସଭାପତି ତଥା ମୋହନା ବିଧାୟକଙ୍କ ସାମ୍ବାଦିକ ସମ୍ମିଳନୀ

Paralakhemundi, Gajapati | Sep 9, 2025
ଗଜପତି ଜିଲ୍ଲା ଆର୍ ଉଦୟଗିରି ବ୍ଲକ ସଦର ମହକୁମା ଠାରେ ଆଜି ଆର୍ ଉଦୟଗିରି କଂଗ୍ରେସ କମିଟି ପକ୍ଷରୁ ବୈଠକ ଅନୁଷ୍ଠିତ ହୋଇ ଥିଲା। ଏହି ବୈଠକ ରେ ଜିଲ୍ଲା ତଥା ବ୍ଲକ୍ ରେ କିପରି କଂଗ୍ରେସ କୁ ମଜବୁତ୍ କରାଯିବ ସେ ନେଇ ଜିଲ୍ଲା କଂଗ୍ରେସ ସଭାପତି ତଥା ମୋହନା ବିଧାୟକ ଦାଶରଥି ଗମାଙ୍ଗ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ପ୍ରଦାନ କରିଛନ୍ତି। ଯାହାକି ଆଜି ରାତ୍ର ଆଠଟା ବେଳେ ମୋହନା ବିଧାୟକ ଙ୍କ ପକ୍ଷରୁ ସୂଚନା ଦିଆ ଯାଇଛି।
Read More News
T & CPrivacy PolicyContact Us