Download Now Banner

This browser does not support the video element.

ପୁରୀ ମ୍ୟୁନିସିପାଲଟି: ଶ୍ରୀ କ୍ଷେତ୍ର ଟ୍ରକ ମଲିକ ସଂଘ ର ସଭାପତି ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ଙ୍କୁ ଅଠର ନଳା ନିକଟରେ ସଂଘ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ l

Puri M, Puri | Sep 12, 2025
ଶ୍ରୀ କ୍ଷେତ୍ର ଟ୍ରକ ମଲିକ ସଂଘ ପକ୍ଷରୁ ଅଠରନଳା ସ୍ଥିତ ମଦନ ମଣ୍ଡପ ଠାରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଛି l ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ଙ୍କୁ ଶ୍ରୀ କ୍ଷେତ୍ର ଟ୍ରକ ମଲିକ ସଂଘ ସଭାପତି ଭାବେ ଚୟନ କରାଯାଉଥିବା ବେଳେ ଆଜି ବିଧିବଦ୍ଧ ଭାବେ ସଂଘ ପକ୍ଷରୁ ବିଧାୟକ ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା l ଆଗକୁ ସଂଘ ର ମୌଳିକ ସମସ୍ୟା ଉପରେ ଆଲୋଚନା ସହ ସଂଘ ର ଉର୍ନତି ଦିଗରେ କାର୍ଯ୍ୟ କରିବା ନେଇ ପିପିଲି ବିଧାୟକ ତଥା ନୂତନ ସଭାପତି ସଦସ୍ୟ ମାନଙ୍କୁ ପ୍ରତିଶୃତି ଦେଇଥିଲେ l ଆଜି ଦିନ 2 ସମୟରେ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା l
Read More News
T & CPrivacy PolicyContact Us