Download Now Banner

This browser does not support the video element.

ବଡସାହି: ଦୁର୍ଗାପୁର ଉଚ୍ଚପ୍ରାଥମିକ ସ୍କୁଲରୁ ତାଲାଭାଙ୍ଗି ଚୋରି ଘଟଣାରେ ମାମଲା ରୁଜୁକରି ତଦନ୍ତ ଆରମ୍ଭକଲା ବୈଶିଙ୍ଗା ପୁଲିସ

Barsahi, Mayurbhanj | Sep 13, 2025
ବୈଶିଙ୍ଗା ଥାନା ଅଧୀନ ଦୁର୍ଗାପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ତାଲା ଭାଙ୍ଗି ମୂଲ୍ୟବାନ ସାମଗ୍ରୀ ସମେତ ନଗଟଙ୍କା ଚୋରି ଅଭିଯୋରେ ଶନିବାର ଅପରାହ୍ନ ସାଢେପାଞ୍ଚଟାରେ ମାମଲା ରୁଜୁକରି ତଦନ୍ତ ଆରମ୍ଭକଲା ପୁଲିସ l ଶନିବାର ସକାଳୁଆ ସ୍କୁଲ ଥିବାବେଳେ ସ୍କୁଲର ଶିକ୍ଷୟିତ୍ରୀ ଆସି ପହଞ୍ଚିବା ପରେ ସ୍କୁଲ ତାଲା ଭଙ୍ଗାଯାଇଥିବା ଏବଂ ଅଫିରୁମ ଖୋଲା ଥିବାର ଦେଖିଥିଲେ l ଭିତରକୁ ଯିବାପରେ ଅଫିସ ଆଲମିରା ମଧ୍ୟ ଭଙ୍ଗା ଯାଇଥିବାର ଦେଖିଥିଲେ l
Read More News
T & CPrivacy PolicyContact Us