This browser does not support the video element.
ସମ୍ବଲପୁର ମ୍ୟୁନିସିପାଲଟି: ସମ୍ବଲପୁରର ସମଲେଶ୍ୱରୀ ମନ୍ଦିର ରେ ରାଜ୍ଯ ସ୍ତରୀୟ ନୂଆଁଖାଇ ଭେଟଘାଟ କାର୍ଯ୍ଯକ୍ରମ ଅନୁଷ୍ଠିତ
Sambalpur M, Sambalpur | Sep 6, 2025
ସମ୍ବଲପୁରରେ ଆୟୋଜିତ ହୋଇଛି ରାଜ୍ଯ ସ୍ତରୀୟ ନୂଆଁଖାଇ ଭେଟଘାଟ କାର୍ଯ୍ଯକ୍ରମ | ମୁଖ୍ଯମନ୍ତ୍ରୀ, ରାଜ୍ଯ ବିଜେପି ସଭାପତି ଓ ପଶ୍ଚିମ ଓଡିଶାର ବିଧାୟକ ଓ ମନ୍ତ୍ରୀ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ l ଏହି ରାଜ୍ୟସ୍ତରୀୟ ନୁଆଁଖାଇ ର ଗୋଟିଏ ମଂଚରେ ଏକାଠି ହେଲେ ଶାସକ ବିରୋଧି ଦଳ ର ନେତା ମାନେ | ସମ୍ବଲପୁର ସମଲେଇ ମନ୍ଦିର ନିକଟରେ ଆଜି ସନ୍ଧ୍ୟା 6 ଟାରେ ଆୟୋଜିତ ହୋଇଥିବା ରାଜ୍ଯସ୍ତରୀୟ ନୂଆଁଖାଇ ଭେଟଘାଟ କାର୍ଯ୍ଯକ୍ରମରେ ଏହି ଦୃଶ୍ଯ ଦେଖିବାକୁ ମିଳିଛି | କାର୍ଯ୍ଯକ୍ରମରେ ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ଯ ବିଜେପି ସଭାପତି ମନ ମୋହନ ସାମଲ, ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ,