This browser does not support the video element.
ପାଟଣାଗଡ: ରମାଇ ହାଇସ୍କୁଲ ପଡିଆରେ ରାଜ୍ୟ ଇନୋଭେସନ୍ ସେଣ୍ଟରର ଶୁଭ ଉଦଘାଟନ କଲେ ଉପ ମୁଖ୍ୟମନ୍ତ୍ରୀ
Patnagarh, Balangir | Aug 27, 2025
ସ୍ଥାନୀୟ ରମାଇ ହାଇସ୍କୁଲ ପଡିଆରେ ବୁଧବାର ଅପରାହ୍ନର୪ଟା ରେ ରାଜ୍ୟ ଇନୋଭେସନ୍ ସେଣ୍ଟରର ଶୁଭ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍ଥାନୀୟ ବିଧାୟକ ତଥା ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନସିଂ ଦେଓ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ ।ସମ୍ମାନିତ ଅତିଥି ଭାବରେ ସାଂସଦ ସଙ୍ଗିତା କୁମାରୀ ସିଂ ଦେଓ ରହି ଥିଲେ ଅନ୍ୟ ମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ସୁନିଳ ମେହେର ବ୍ଳକ ଶିକ୍ଷା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।