This browser does not support the video element.
ନବରଙ୍ଗପୁର ପୋଲିସ ଷ୍ଟେସନ: ଇନ୍ଦ୍ରାବତୀ ଜଳଭଣ୍ଡାର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳକୁ ନେଇ ପରିଦର୍ଶନ କଲେ ବିଧାୟକ ଏବଂ ଜିଲ୍ଲାପାଳ
Nabarangapur PS, Nabarangpur | Aug 21, 2025
ଇନ୍ଦ୍ରାବତୀ ପାଲିଟିବ ଜାତୀୟ ସ୍ତରର ବହୁମୁଖି ପର୍ଯ୍ୟଟନ ସ୍ଥଳ ଟିମ୍ ପରିଦର୍ଶନ ଓ ପ୍ରସ୍ତୁତି ଆରମ୍ଭ । ସୂଚନା ମୁତାବକ ଆଜି ପୂର୍ବାହ୍ନ 11 ଘଟିକା ସମୟରେ ଇନ୍ଦ୍ରାବତୀ ଜଳଭଣ୍ଡାର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳକୁ ନେଇ ପରିଦର୍ଶନ କଲେ ବିଧାୟକ ଏବଂ ଜିଲ୍ଲାପାଳ। ଆଜି ମାନ୍ୟବର ବିଧାୟକ ନବରଙ୍ଗପୁର ଗୌରୀ ଶଙ୍କର ମାଝୀ ଏବଂ ଜିଲ୍ଲାପାଳ ଡ ମହେଶ୍ଵର ସ୍ୱାଇଁ ଙ୍କ ସମେତ ଇନ୍ଦ୍ରାବତୀ ପର୍ଯ୍ୟଟନ କ୍ଷେତ୍ର କମିଟି ସମସ୍ତ ସଭ୍ୟ ଇନ୍ଦ୍ରାବତୀ ଜଳଭଣ୍ଡାର ତଥା ପାର୍ଶ୍ଵବର୍ତ୍ତୀ ଅଞ୍ଚଳକୁ ନେଇ ପ୍ରସ୍ତାବିତ ବହୁମୁଖି ପର୍ଯ୍ୟଟନ ସ୍ଥଳ କୁ ପରିଦର୍ଶନ କରିଥିଲେ।ବିଧାୟକ ଏବଂ ଜିଲ୍ଲାପାଳ ଙ୍କ କ୍ଷେତ