Download Now Banner

This browser does not support the video element.

କଟକ ପୌରାଞ୍ଚଳ: କଟକ ସଦର ଗତିରାଉତପାଟଣା ସରସ୍ଵତୀ ବିଦ୍ୟା ମନ୍ଦିର ଠାରେ ପ୍ରାଦେଶିକ ବିଜ୍ଞାନ ମେଳା - ୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ ଯୋଗଦେଲେ ବିଧାୟକ

Cuttack M Corp PS, Cuttack | Sep 7, 2025
ପ୍ରାଦେଶିକ ବିଜ୍ଞାନ ମେଳା - ୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ ଯୋଗଦେଲେ ବିଧାୟକ। ସୂଚନା ମୁତାବକ ଆଜି ମଧ୍ୟାହ୍ନ ସମୟରେ କଟକ ସଦର ଗତିରାଉତପାଟଣା ସରସ୍ଵତୀ ବିଦ୍ୟା ମନ୍ଦିର ଠାରେ ପ୍ରାଦେଶିକ ବିଜ୍ଞାନ ମେଳା - ୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଆଜିର କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ତତ୍ ସହିତ ଆଜିର କାର୍ଯ୍ୟକ୍ରମ ବିଦ୍ୟାଳୟ ସମସ୍ତ କର୍ମୀ ମାନେ ଉପସ୍ଥିତ ରହିଥିଲେ
Read More News
T & CPrivacy PolicyContact Us