Download Now Banner

This browser does not support the video element.

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ସାଲିଆସାହି ତିଲକନଗର ବସ୍ତିର ଦେଶୀ ମଦ କାରଖାନା ଉପରେ ମୈତ୍ରୀ ବିହାର ଥାନା ପୋଲିସର ଚଢ଼ଉ, ଦୁଇ ଅଭିଯୁକ୍ତ ଙ୍କୁ ଗିରଫ କଲା ପୋଲିସ

Bhubaneswar M Corp, Khordha | Aug 21, 2025
ସାଲିଆସାହି ତିଲକନଗର ବସ୍ତିର ଦେଶୀ ମଦ କାରଖାନା ଉପରେ ମୈତ୍ରୀ ବିହାର ଥାନା ପୋଲିସର ଚଢ଼ଉ, ଦୁଇ ଅଭିଯୁକ୍ତ ଙ୍କୁ ଗିରଫ କଲା ପୋଲିସ | ମୈତ୍ରୀବିହାର ଥାନାର ଏଏସଆଇ ସବିତା କିରୋ ଏବଂ ଏସଆଇ ସ୍ବାସ୍ବାତୀ ସୁଚରିତା ସାହୁଙ୍କ ରିପୋର୍ଟ ଆଧାରରେ ରେ ମାମଲାଗୁଡ଼ିକ ରୁଜୁ ହୋଇ ତଦନ୍ତ ପାଇଁ ଗ୍ରହଣ କରାଯାଇ ଇଥିଲା I ତଦନ୍ତ ସମୟରେ ସମ୍ପୃକ୍ତ ଅଭିଯୁକ୍ତ ବିଜୟ ଟୁଡୁ ଏବଂ ରବି ହାଂଶଦାଙ୍କୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି।
Read More News
T & CPrivacy PolicyContact Us