Download Now Banner

This browser does not support the video element.

କଟକ ପୌରାଞ୍ଚଳ: କଟକ ରେଳଷ୍ଟେସନ ନବୀକରଣ କାର୍ଯ୍ୟ ଚାଲିଥିବା ବେଳେ ବୁଧବାର ଏହାର ସେଡ ଭୁଶୁଡ଼ି ପଡ଼ିଛି

Cuttack M Corp PS, Cuttack | Aug 27, 2025
କଟକ ରେଳଷ୍ଟେସନ ନବୀକରଣ କାର୍ଯ୍ୟ ଚାଲିଥିବା ବେଳେ ଅଘଟଣ ଘଟିଛି, ବୁଧବାର ଦିନ ୪ଟାରେ ରେଳ ଷ୍ଟେସନ୍ ପ୍ଲାଟଫର୍ମ ରେ ଲାଗିଥିବା ସେଡ୍ ଭୁଶୁଡ଼ି ପଡ଼ିଥିଲା, ଏଥିରେ କେହି ମୃତାହତ ହୋଇନାହାନ୍ତି, ତେବେ ଦୀର୍ଘ ସମୟ ଧରି ଗୋଟିଏ ପ୍ଲାଟଫର୍ମ ରେକ୍ରେଲ ଚଳାଚଳ ବନ୍ଦ ରହିଥିଲା
Read More News
T & CPrivacy PolicyContact Us