Download Now Banner

This browser does not support the video element.

ବଡସାହି: ବୈଶିଙ୍ଗା ପୁଲିସର ତନାଘନାପରେ ୧୮ନଂ ଜାତୀୟରାଜପଥ ଗଡ଼ଦେଉଳିଆରୁ ବ୍ୟବସାୟିକ ଶତ୍ରୁତାରୁ ଅପହୃତ ଯୁବକଙ୍କୁ ପୁଲିସ ଜିମାଦେଲେ ଅପହରଣକାରୀ

Barsahi, Mayurbhanj | Sep 28, 2025
୧୮ନଂ ଜାତୀୟରାଜପଥ ଗଡ଼ଦେଉଳିଆ ଠାରୁ ବାଲେଶ୍ୱର ଜିଲ୍ଲା ଅଞ୍ଚଳର ଜନୈକ ଯୁବକଙ୍କୁ ସଙ୍ଘବଦ୍ଧ ଭାବେ ଅପହରଣ ଘଟଣାରେ ମାମଲା ରୁଜୁକରି ବିଭିନ୍ନସ୍ଥାନରେ ବୈଶିଙ୍ଗାପୁଲିସ ଚଢାଉ କରିଥିବା ବେଳେ ଶେଷରେ ରବିବାର ଅପରାହ୍ନ ୫ଟାରେ ଅପହୃତ ଯୁବକଙ୍କୁ ଆଣି ଥାନାରେ ପହଞ୍ଚାଇବାପରେ ଅପହୃତ ଯୁବକଙ୍କୁ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି l ଅପହୃତ ଯୁବକ ହେଉଛନ୍ତି ବାଲେଶ୍ୱର ଜିଲ୍ଲା କଲ୍ୟାଣପୁର ଗାଁର ଭାଗବତ ରାଉତଙ୍କ ପୁଅ ଶୁଭକାନ୍ତ ରାଉତ l
Read More News
T & CPrivacy PolicyContact Us