Download Now Banner

This browser does not support the video element.

ମୋହନା: ଛେଳିଗଡ଼ ହାଟପଦା ନିକଟରେ ନିଖୋଜ ବୃଦ୍ଧ ଙ୍କ ଗଳିତ ମୃତ ଦେହ ଉଦ୍ଧାର।

Mohana, Gajapati | Aug 28, 2025
ନିଖୋଜ ବୃଦ୍ଧ ଙ୍କ ଗଳିତ ମୃତ ଦେହ ଉଦ୍ଧାର କରିଛି ପୋଲିସ।ନିଖୋଜ ବୃଦ୍ଧ ଜଣକ ଗଜପତି ଜିଲ୍ଲା ରାମଗିରି ଥାନା ପରିସଲ ଗାଁ ର ଉଦୟ ମାଳି।ବୃଦ୍ଧ ଜଣକ ଚଳିତ ମାସ ୭ ତାରିଖରୁ ନିଖୋଜ ଥିବା ନେଇ ପରିବାର ଲୋକେ ରାମଗିରି ଥାନା ରେ ଅଭିଯୋଗ ହୋଇଥିଲା।ପୋଲିସ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରିଥିବା ବେଳେ ଆଜି ଛେଳିଗଡ଼ ହାଟପଦା ନିକଟରେ ସ୍ଥାନୀୟ ଲୋକେ ମୃତ ଦେହ ପଡ଼ିଥିବା ଦେଖିଥିଲେ। ଯାହାକୁ ନେଇ ଆଜି ଗୋଟାଏ ସମୟରେ ପୋଲିସ ପକ୍ଷରୁ ସୂଚନା
Read More News
T & CPrivacy PolicyContact Us