Download Now Banner

This browser does not support the video element.

ସମ୍ବଲପୁର ମ୍ୟୁନିସିପାଲଟି: ଗାନ୍ଧୀ ମନ୍ଦିର ଯୁବକ ସଂଘ, କାଲିବାଡି, ଦଲେଇପଡା ଠାରେ ମା’ କରମସାନି ପୂଜା ଉପଲକ୍ଷେ କରମସାନି ପୂଜା କମିଟି ଦ୍ୱାରା ରକ୍ତଦାନ ଶିବିର ଅନୁଷ୍ଠିତ

Sambalpur M, Sambalpur | Aug 31, 2025
ଗାନ୍ଧୀ ମନ୍ଦିର ଯୁବକ ସଂଘ, କାଲିବାଡି, ଦଲେଇପଡା ଠାରେ ମା’ କରମସାନି ପୂଜା ଉପଲକ୍ଷେ ଆଜି ଦିନ 10 ଟା ସମୟରେ କରମସାନି ପୂଜା କମିଟି ଦ୍ୱାରା ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା l ଆୟୋଜିତ ରକ୍ତଦାନ ଶିବିରରେ ମୁଖ୍ୟଅତିଥି ଭାବେ ବିଜେପି ଜ଼ୀଲ୍ଲା ସଭାପତି ଗିରିଶ ପଟେଲ ଯୋଗ ଦେଇ ରକ୍ତଦାନ କରୁଥିବା ଯୁବକ ମାନଙ୍କୁ ଉତ୍ସାହିତ କରିଥିଲେ l ସଂଗ୍ରହ ହୋଇଥିବା ରକ୍ତ ୟୁନିଟ ଗୁଡିକୁ ବୁର୍ଲା ଭୀମସାର କୁ ପଠାଯାଇଥିବା ନେଇ କମିଟି ପକ୍ଷରୁ ସୂଚନା ଦିଆଯାଇଛି l
Read More News
T & CPrivacy PolicyContact Us