Download Now Banner

This browser does not support the video element.

ନବରଙ୍ଗପୁର ପୋଲିସ ଷ୍ଟେସନ: ଦିଗି ସଲପା ଏବଂ ଖାତିଗୁଡାରେ ମା ଗଜ ଲକ୍ଷ୍ମୀଙ୍କ ପୂଜାରେ ଯୋଗଦେଲେ ପୂର୍ବତନ ବିଧାୟକ

Nabarangapur PS, Nabarangpur | Oct 10, 2025
ଦିଗି ସଲପା ଏବଂ ଖାତିଗୁଡାରେ ମା ଗଜ ଲକ୍ଷ୍ମୀଙ୍କ ପୂଜାରେ ଯୋଗଦେଲେ ପୂର୍ବତନ ବିଧାୟକ ନବରଙ୍ଗପୁର ନିର୍ବାଚନ ମଣ୍ଡଳୀ ତେନ୍ତୁଳୀଖୁଣ୍ଟି ବ୍ଲକ ର ଦିଗି ସଲାପ ଏବଂ ଖାତିଗୁଡାରେ ମା ଗଜ ଲକ୍ଷ୍ମୀଙ୍କ ପୂଜା ଆଦମ୍ବର ସହକାରେ ପାଳିତ ହେଉଛି ମା ଙ୍କର ପୂଜା ଏହି ପୂଜାରେ ଶୁକ୍ରବାର ଯୋଗଦେଇଥଇଲେ ନବରଙ୍ଗପୁର ପୂର୍ବତନ ବିଧାୟକ ଶ୍ରୀ ସଦାଶିବ ପ୍ରଧାନୀ
Read More News
T & CPrivacy PolicyContact Us