This browser does not support the video element.
ଭଦ୍ରକ ଗ୍ରାମାଞ୍ଚଳ: ଭଦ୍ରକ ପୌରାଞ୍ଚଳ ରେ ଆରମ୍ଭ ହେଲା ଇଭି ବସ ସେବା, ଟାଉନ ହଲ ଠାରେ ଆୟୋଜିତ କାର୍ଯ୍ୟକ୍ରମ ଉଦ୍ଘାଟନ କଲେ ଅତିଥି
Bhadrak Rural, Bhadrak | Aug 31, 2025
ଭଦ୍ରକ ସହରାଞ୍ଚଳ ବାସିନ୍ଦା ଙ୍କୁ ସ୍ୱାୟତ୍ତ ଶାସନ ଦିବସ ରେ ଭଦ୍ରକ ପୌରପାଳିକା ତରଫରୁ 3 ଗୋଟି ବ୍ୟାଟେରୀ ଚଳିତ ବସ ଭେଟି ଦିଆଯାଇଛି, ଆଜି ଦିନ 11:30ରେ ଟାଉନ ଠାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି, ବାଲେଶ୍ବର ଭଦ୍ରକ ଅର୍ବାନ ଟ୍ରାନ୍ସପୋର୍ଟ ଟ୍ରଷ୍ଟ ତରଫରୁ ଏହି ବସ ଯୋଗାଇ ଦିଆଯାଇଛି । ପ୍ରଥମିକ ଭାବେ ଆସିଥିବା ଦୁଇ ଟି ବସ କୁ ଜିଲ୍ଲାପାଳ , ବିଧାୟକ , ପୌରାଧକ୍ଷା ପତାକା ଦେଖାଇ ଶୁଭାରମ୍ଭ କରିଚନ୍ତି । ଆସିଥିବା ବ୍ୟାଟେରୀ ଚଳିତ ବସ ଗୁଡ଼ିକ ପୌରାଞ୍ଚଳ ରୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନା , ଗ୍ରାମାଞ୍ଚଳ ଥାନା ଓ କୋର୍ଟ ପର୍ଯ୍ୟନ୍ତ ଯାତାୟତ କରିବ