Download Now Banner

This browser does not support the video element.

କେନ୍ଦୁଝର ସହର: ଗୁରୁ ଦିବସ ଉପଲକ୍ଷେ କେନ୍ଦୁଝର ସ୍ଥିତ ବେଦ ବିଦ୍ୟାଳୟରେ ଠାରେ ଆୟୋଜିତ ସଭାରେ ଯୋଗଦେଲେ ଦୁଇ ବିଧାୟକ

Kendujhar Town, Kendujhar | Sep 5, 2025
ଆଜି ପବିତ୍ର ଗୁରୁ ଦିବସ ଉପଲକ୍ଷେ କେନ୍ଦୁଝର ସ୍ଥିତ ବେଦ ବିଦ୍ୟାଳୟରେ ଠାରେ ଆୟୋଜିତ ସଭାରେ ପାଟଣା ବିଧାୟକ ଶ୍ରୀ ଯୁକ୍ତ Akhila Chandra Naik ଙ୍କ ସହ ଅତିଥି ଭାବରେ ଯୋଗ ଦେଇ ବ୍ରାହ୍ମଣ ନାମକ ଏକ ବହି ଉନ୍ମୋଚନ କରିଛନ୍ତି।
Read More News
T & CPrivacy PolicyContact Us