Download Now Banner

This browser does not support the video element.

ବଲାଙ୍ଗୀର: ନୁଆଁଖାଇ ସରିଗଲା,ମିଳିଲା ନାହିଁ ଦରମା ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ପ୍ରତିକ୍ରିୟା ରଖିଲେ GPLF କର୍ମି

Balangir, Balangir | Sep 8, 2025
ନୁଆଁଖାଇ ସରିଗଲା... କିନ୍ତୁ ଦରମା ମିଳିଲା ନାହିଁ—ଏହି ଅଭିଯୋଗକୁ ନେଇ ବଲାଙ୍ଗିର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଜିଲ୍ଲା ସ୍ତରୀୟ GPLF ମିଶନ୍ ଶକ୍ତି କର୍ମୀମାନେ। ଶହ ଶହ ସଂଖ୍ୟାରେ ବ୍ୟାଙ୍କମିତ୍ର, CLP, CRC, ପ୍ରାଣୀମିତ୍ର ଓ କୃଷିମିତ୍ରମାନେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି। ପ୍ରୋତ୍ସାହନ ରାଶି ବଦଳରେ ସ୍ଥାୟୀ ଦରମା ଦେବାକୁ ଓ ପାଞ୍ଚ ମାସର ବକେୟା ଦରମା ଶୀଘ୍ର ପ୍ରଦାନ କରିବାକୁ ଦାବି କରିଛନ୍ତି।
Read More News
T & CPrivacy PolicyContact Us