This browser does not support the video element.
ନୟାଗଡ: ବରପଲ୍ଲୀ ଉଚ୍ଚ ବିଦ୍ୟାଳୟଠାରେ ଉଦଯାପତି ହେଲା ସରଳ ସଂସ୍କୃତ ଅଭ୍ୟାସ ଶିବିର
Nayagarh, Nayagarh | Aug 30, 2025
ନୟାଗଡ଼ ବ୍ଲକ ଅନ୍ତର୍ଗତ ବରପଲ୍ଲୀ ଉଚ୍ଚ ବିଦ୍ୟାଳୟଠାରେ ଅସ୍ଥୂଳ ଭାରତ ଅମୃତବାଣୀ ସେବାପ୍ରତିଷ୍ଠାନ, ବାଲେଶ୍ବର ପକ୍ଷରୁ ଦଶଦିନଧରି ଚାଲିଥିବା ସରଳ ସଂସ୍କୃତ ଅଭ୍ୟାସ ଶିବିର ଉଦଯାପିତ ହୋଇଯାଇଛି। ଉଦଯାପନ ସଭାରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶରତ କୁମାର ଦାଶ ସଭାପତିତ୍ବ କରିଥିଲାବେଳେ ଶିକ୍ଷକ ଜୟକୃଷ୍ଣ ସାହୁ ମୁଖ୍ୟଅତିଥୁ, ଶିକ୍ଷକ ସୁଦର୍ଶନ ପ୍ରଧାନ ମୁଖ୍ୟବକ୍ତା, ଗୋଡ଼ିପଡ଼ା କଲେଜର ସଂସ୍କୃତ ଅଧ୍ୟାପକ ଡଃ ସନ୍ତୋଷ କୁମାର ସାହୁ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ। ଅନ୍ୟତମ ସମ୍ମାନିତ ଅତିଥ୍ଭାବେ ଶିକ୍ଷକ ସୁରେନ୍ଦ୍ର ସାଏ ଓ କୁମାର ସ୍ବାଇଁ ଓ ଶ୍ରୀଧର ସାହୁ ଯ