Download Now Banner

This browser does not support the video element.

ପୁରୀ ମ୍ୟୁନିସିପାଲଟି: ବିଶ୍ୱମ୍ଭର ବିଦ୍ୟାପୀଠ ବିଦ୍ୟାଳୟରେ ଏକ ଦିନିଆ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା।

Puri M, Puri | Aug 25, 2025
ବିଶ୍ୱମ୍ଭର ବିଦ୍ୟାପୀଠ ବିଦ୍ୟାଳୟରେ ଏକ ଦିନିଆ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। ଏହି ପ୍ରଦର୍ଶନୀ ରେ ବିଦ୍ୟାଳୟର ୧ ରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତର ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ। ବିଭିନ୍ନ ବିଷୟ ଉପରେ ସେମାନେ ତିଆରି କରିଥିବା ମଡେଲ୍, ପୋଷ୍ଟର୍ ଓ ପ୍ରାୟୋଗିକ ପରୀକ୍ଷା ଦ୍ୱାରା ସେମାନେ ତାଙ୍କର ବିଜ୍ଞାନୀୟ ଜ୍ଞାନ ଓ ସୃଜନଶୀଳତା ପ୍ରଦର୍ଶନ କରିଥିଲେ। ଆଜି ଦିନ 12 ସମୟରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l
Read More News
T & CPrivacy PolicyContact Us