Download Now Banner

This browser does not support the video element.

ପାଟଣାଗଡ: ଛଟେଇ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ଦାବି ନେଇ ସୁଇପର ଙ୍କ ମୁଖ୍ୟ ରାସ୍ତାରେ ଅଭିନବ ରେଲି

Patnagarh, Balangir | Sep 20, 2025
ଡାକ୍ତର ଖାନା ର ଦୁଇ ଜଣ ଅସ୍ଥାୟୀ କର୍ମଚାରୀ ଙ୍କୁ ଛଟେଇ କରାଯାଇଛି ତାଙ୍କୁ ପୁନଃ ନିଯୁକ୍ତି ଦାବି କରି ଗତ କାଳିଠାରୁ ଡାକ୍ତରଖାନା ଆଗରେ ସୁଇପର ମାନେ ଧାରଣା ଦେଉଛନ୍ତି ।ଶନିବାର ମଧ୍ୟାହ୍ନରେ ସୁଇପର ମାନେ ଝାଡୁଧରି ମୁଖ୍ୟ ରାସ୍ତାରେ ରେଲି କରି ନିଜର ଦିବି ଉପସ୍ଥାପନ କରିଛନ୍ତି ।
Read More News
T & CPrivacy PolicyContact Us