This browser does not support the video element.
ବିଜେପୁର: ବିଜେପୁର ବସ୍ଷ୍ଟାଣ୍ଡ ସମ୍ମୁଖରେ ବିଦେଶୀ ମଦ ଦୋକାନ କୁ ନେଇ ଅଭିଯୋଗ
Bijepur, Bargarh (Baragarh) | Sep 12, 2025
ବିଜେପୁର ବସ୍ଷ୍ଟାଣ୍ଡ ସମ୍ମୁଖରେ ବିଦେଶୀ ମଦ ଦୋକାନ ବାରମ୍ବାର ଅଭିଯୋଗ ପରେ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ବିଜେପୁର ବସ୍ଷ୍ଟାଣ୍ଡ ସମ୍ମୁଖରେ ଚାଲୁଥିବା ବିଦେଶୀ ମଦ ଦୋକାନକୁ ନେଇ ସ୍ଥାନୀୟ ଲୋକଙ୍କ ଅସନ୍ତୋଷ ଦିନକୁ ଦିନ ବୃଦ୍ଧି ପାଉଛି। ବିଦ୍ୟାଳୟ ଓ କଲେଜର ଛାତ୍ରଛାତ୍ରୀ, ସାଧାରଣ ଯାତ୍ରୀ ଓ ପରିବାର ସହିତ ବସ୍ଷ୍ଟାଣ୍ଡରୁ ଯାତାୟାତ କରୁଥିବା ମହିଳାମାନଙ୍କ ପାଇଁ ଏହି ଦୋକାନର ଉପସ୍ଥିତି ଗୁରୁତର ସମସ୍ୟାରେ ପରିଣତ ହୋଇ