Download Now Banner

This browser does not support the video element.

ହାତିବାରି: ସାତଜୁଆଡି ଗ୍ରାମର ନୂତନ ପାଡ଼ହାଗୃହରେ ଧାରାମଗୁରୁ ଭିଖରାମ ଭଗତଙ୍କର ୮୯ତମ ଜୟନ୍ତୀ ଓ ପାଡ଼ହାଗୃହର ଉଦ୍ଘଟାନ।

Hatibari, Sundargarh | Jan 10, 2025
ସାତଜୁଆଡି ଗ୍ରାମର ନୂତନ ପାଡ଼ହା ଗୃହ ଓ କୁଡୁଖ ସମାଜର ମହାନ ତ୍ୟାଗ ପୁରୁଷ ପରମ ପୂଜ୍ୟ ଧାରାମ ଗୁରୁ ସ୍ୱର୍ଗୀୟ ଭିଖରାମ ଭଗତଙ୍କର ୮୯ତମ ଜୟନ୍ତୀ ତଥା ନୂତନ ପାଡ଼ହାଗୃହର ଶୁଭଉଦ୍ଘାଟାନ ସମାରୋହ ପାଳିତ ହୋଇଯାଇଛି।ଏଥିରେ ବୀରମିତ୍ରପୁର ବିଧାୟକ ରୋହିତ ଜୋସେଫ ତିର୍କୀ ଓ ବିଭିନ୍ନ ପାଡ଼ହାର ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ।ପିଲାମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା କରି ପୁରସ୍କୃତ କରାଯାଇଥିଲା।
Read More News
T & CPrivacy PolicyContact Us