Download Now Banner

This browser does not support the video element.

ପୋଲସରା: ବୁଗୁଡ଼ା ପିପୁଲସ ହାଇସ୍କୁଲ ପଡ଼ିଆରେ ଆୟୋଜିତ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ରେ ଯୋଗଦେଇ ଛାତ୍ର ଙ୍କ ସହ କବାଡି ଖେଳିଲେ ମନ୍ତ୍ରୀ

Polasara, Ganjam | Sep 13, 2025
ଖେଳ ପଡିଆରେ ବିଦ୍ୟାଳୟ ଛାତ୍ର ଙ୍କ ସହ କବାଡି ଖେଳିଲେ ରାଜ୍ୟ ମତ୍ସ୍ୟ ପଶୁସମ୍ପଦ ବିକାଶ ଓ ଏମଏସଏମଇ ବିଭାଗ ମନ୍ତ୍ରୀ ତଥା ଗଞ୍ଜାମ ଜିଲ୍ଲା ପୋଲସରା ବିଧାୟକ ଗୋକୁଳାନନ୍ଦ ମଲ୍ଲିକ । ଶନିବାର ବୁଗୁଡ଼ା ପିପୁଲସ ହାଇସ୍କୁଲ ପଡ଼ିଆରେ ଆୟୋଜିତ ହୋଇଥିବା ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତାକୁ ଉଦ୍ଘାଟନ କରିଥିଲେ ମନ୍ତ୍ରୀ l ଏହି ଅବସରରେ ପିଲାଙ୍କ ସହ ସେ କବାଡି ଖେଳି ପିଲାଙ୍କୁ ଉତ୍ସାହିତ କରିଛନ୍ତି । ବୁଗୁଡ଼ା ବ୍ଲକର ସମସ୍ତ ସ୍କୁଲକୁ ନେଇ ଚାରିଟି ଜୋନରେ ବିଭକ୍ତ କରାଯାଇଛି ୨୦୦ରୁ ଅଧିକ ପ୍ରତିଯୋଗୀ ବିଭିନ୍ନ ବର୍ଗରେ ଭାଗ ନେଇଛନ୍ତି।
Read More News
T & CPrivacy PolicyContact Us