Install App
khabarbhubaneswar
This browser does not support the video element.
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ନବୀନ ପଟ୍ଟନାୟକ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ଜୟଦେବ ଭବନରେ ପ୍ରତିକ୍ରିୟା ରଖିଲେ ବରିଷ୍ଠ ନେତା ସୁରେଶ ରାଉତରାୟ
Bhubaneswar M Corp, Khordha | Aug 23, 2025
ଦୀର୍ଘ ଦିନ ପରେ ନବୀନ ନିବାସକୁ ଆସିଛନ୍ତି ବିଜୁ ବାବୁଙ୍କ ବଡ଼ ପୁଅ ତଥା ନବୀନ ପଟ୍ଟନାୟକଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକ। ନବୀନ ସୁସ୍ଥ ହୋଇ ହସ୍ପିଟାଲରୁ ଫେରିବା ପରେ ପ୍ରେମ ପଟ୍ଟନାୟକ, ତାଙ୍କୁ ଭେଟିବାକୁ ଆସିଥିବା କୁହାଯାଉଛି । ତେବେ ହଠାତ ସେ କାହିଁକି ଆସିଛନ୍ତି, ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳି ପାରି ନଥିବା ବେଳେ ଏହାକୁ ନେଇ ସୁରେଶ ରାଉତରାୟ ପ୍ରତିକ୍ରିୟା ରଖିଛନ୍ତି | ସେ କହିଛନ୍ତି ନବୀନ ଏକଦମ ସୁସ୍ଥ ଅଛନ୍ତି ପାଣ୍ଡିଆନ ସବୁବେଳେ ତାଙ୍କ ପାଖରେ ଅଛନ୍ତି |
Share
Read More News
T & C
Privacy Policy
Contact Us
Your browser does not support JavaScript!