Install App
shantanupanda7
This browser does not support the video element.
ବଡସାହି: ପଚାଖାଳିରେ ବାଇକ ଦୁର୍ଘଟଣାରେ ଚାଳକ ଗୁରୁତର, ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାରକରି ଡାକ୍ତରଖାନା ନେଲେ ଅଗ୍ନିଶମବାହିନୀ
Barsahi, Mayurbhanj | Sep 30, 2025
ବେତନଟୀ ଥାନା ବଡଜାମବଣି ଫାଣ୍ଡି ଅଧୀନ ପଚାଖାଳି ଠାରେ ମଙ୍ଗଳବାର ରାତି ସାଢେ ଦଶଟାରେ ଦୁର୍ଘଟଣାରେ ଜନୈକ ବାଇକ ଚାଳକ ଗୁରୁତର ଆହତ ହୋଇଛନ୍ତି l ସୂଚନା ମୁତାବକ ମୋରଡା ଥାନା ଅଧୀନ ମାଜଣା ଗ୍ରାମର ପର୍ଶୁରାମ ହେମ୍ବ୍ରମଙ୍କ ପୁଅ ରୁହ୍ୟା ହେମ୍ବ୍ରମ ବାଇକଯୋଗେ ମଙ୍ଗଳବାର ରାତି ଘରକୁ ଫେରୁଥିବା ବେଳେ ବାରମାଇଲ -ମୋହନପୁର ରାସ୍ତାର ପଚାଖାଳି ଠାରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ l
Share
Read More News
T & C
Privacy Policy
Contact Us
Your browser does not support JavaScript!