Download Now Banner

This browser does not support the video element.

ସୁନ୍ଦରଗଡ ସହର: ହେମଗିର ପୋଲିସ ଦ୍ବାରା ନୁଆଡିହି ଛକରୁ ଜଣେ ମଦ୍ୟପ ବାଇକ ଚାଳକ ଗିରଫ, ବାଇକ ଜବତ

Sundargarh Town, Sundargarh | Sep 11, 2025
ଆଜି ସେପ୍ଟେମ୍ୱର 11 ତାରିଖ ଗୁରୁବାର ସନ୍ଧ୍ୟା 7:10 ପାଖାପାଖି ସମୟରେ ହେମଗିର ପୋଲିସ ଡ୍ରଙ୍କ ଆଣ୍ଡ ଡ୍ରାଇଭ୍ ମାମଲାରେ ନୁଆଡ଼ିହି ଛକ ନିକଟରୁ ଭୂପତି ସା ନାମକ ଜଣେ ଯୁବକକୁ ଗିରଫ କରିବା ସହ ତାଙ୍କ ନିକଟରୁ CG -13AU-9746 ନମ୍ବର ବିଶିଷ୍ଟ ଏକ ବଜାଜ ପଲ୍ସାର ବାଇକ ଜବତ କରିଛନ୍ତି। ଏ ନେଇ ଅଭିଯୁକ୍ତକୁ ଡାକ୍ତରୀ ପରୀକ୍ଷା କରିବା ସହ ତା ନମରେ ଦଫା 281BNS ଓ 185 MV Act ରେ ମାମଲା ରୁଜ୍ଜୁ କରିଛନ୍ତି।
Read More News
T & CPrivacy PolicyContact Us