Install App
dhenkanalknagar
This browser does not support the video element.
କାମାକ୍ଷାନଗର: ହନୁମାନ ବଜାରରେ ସରକାରୀ ଜାଗାରେ ଗୃହ ନିର୍ମାଣକୁ ବିରୋଧ କରି ଶୁକ୍ରବାର ୭ଟାରେ ପ୍ରଶାସନଙ୍କୁ ଦାବିପତ୍ର ପ୍ରଦାନ କଲେ ଜନ ସାଧାରଣ
Kamakshyanagar, Dhenkanal | Aug 23, 2025
କମାକ୍ଷାନଗର ଏନଏସି ହନୁମାନ ବଜାରରେ ସରକାରୀ ଜାଗାରେ ଗୃହ ନିର୍ମାଣକୁ ବିରୋଧ କରି ଶୁକ୍ରବାର ୭ଟାରେ ପ୍ରଶାସନଙ୍କୁ ଦାବିପତ୍ର ପ୍ରଦାନ କଲେ ଜନ ସାଧାରଣ ।ଢେଙ୍କାନାଳ ଜିଲା କମାକ୍ଷାନଗର ଏନଏସି ମଧ୍ୟରେ ଥିବା ହନୁମାନ ବଜାର ନିକଟରେ ସରକାରୀ ଜାଗାରେ ଏକ ଗୃହ ନିର୍ମାଣ ହେଉଥିବା ବେଳେ ଶୁକ୍ରବାର ଏହାକୁ ନେଇ ଜନ ସାଧାରଣ ଉପଜିଲ୍ଲାପାଳଙ୍କ ସମେତ ଏନଏସି ନିର୍ବାହୀ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।
Share
Read More News
T & C
Privacy Policy
Contact Us
Your browser does not support JavaScript!