Download Now Banner

This browser does not support the video element.

କୋରେଇ: ବ୍ଲକ ସଭା ଗୃହରେ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

Korai, Jajpur | Aug 25, 2025
କୋରେଇ ବ୍ଲକ ସଭା ଗୃହରେ ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେଇଯାଇଛି l ଆଜି ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାୟକଙ୍କ ସଭାପତିତ୍ୱ ଏକ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେଇଯାଇଛି l ଏହି ଶିବିରରେ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଜନ ସାଧାରଣ ଉପସ୍ଥିତ ରହି ନିଜ ନିଜର ବ୍ୟକ୍ତିଗତ ଓ ସମୂହ ଅଭିଯୋଗ ଅତିରିକ୍ତ ଜିଲ୍ଲାପାଳଙ୍କୁ ଜଣାଇଥିଲେ l ବିଶେଷ ଭାବରେ ଏହି ଶିବିରରେ ମୁଖ୍ୟତଃ ସ୍ୱାସ୍ଥ୍ୟ,ପାଣି, ରାସ୍ତା,ଜମିଜମା ଓ ବିଭିନ୍ନ କେଶ ଉପରେ ଲୋକେ ଅଭିଯୋଗ କରିଥିଲେ l
Read More News
T & CPrivacy PolicyContact Us