Install App
khabaraebeebe
This browser does not support the video element.
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ପାଣିପାଗ ସ୍ଥିତି ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରରେ ପ୍ରତିକ୍ରିୟା ରଖିଲେ ପାଣିପାଗ କେନ୍ଦ୍ର ବୈଜ୍ଞାନିକ ସଞ୍ଜିବ ଦି୍ୱେଦୀ
Bhubaneswar M Corp, Khordha | May 29, 2025
ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ତତ୍ସଂଲଗ୍ନ ପଶ୍ଚିମବଙ୍ଗ- ବାଂଲାଦେଶ ଉପକୂଳ ନିକଟରେ ସକ୍ରିୟ ରହିଛି ଗଭୀର ଅବପାତ । ଗଭୀର ଅବପାତ ଗତ ୬ ଘଣ୍ଟାରେ ପ୍ରାୟ ୨୨ କିଲୋମିଟର ବେଗରେ ଉତ୍ତର ଆଡ଼କୁ ଗତି କରୁଛି । ଏହା ସାଗର ଦ୍ବୀପ ଏବଂ ବାଂଲାଦେଶ ଖେପୁପୁରା ମଧ୍ୟରେ ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି । ଯାହାର ପ୍ରଭାବରେ ସାରା ରାଜ୍ୟରେ ଜାରି ରହିଛି ବର୍ଷା ।
Share
Read More News
T & C
Privacy Policy
Contact Us
Your browser does not support JavaScript!